ଜାମୁକୋଳି ଗୋ’ଶାଳା‌ରେ ଖାଇବାକୁ ନ ଦେଇ ଷଣ୍ଢଙ୍କୁ ମାରିଦେଲେ!

ପଲିଥିନ୍‌ ଖାଇ ମରୁଛନ୍ତି ଷଣ୍ଢ: ସିଡିଭିଓ ଭୁବନେଶ୍ୱର : ଭୁବନେଶ୍ବର ଉପକଣ୍ଠ ଜାମୁକୋଳିସ୍ଥିତ ଗୋ’ଶାଳାରେ ଆଜି ଅଭାବନୀୟ ଦୃଶ୍ୟ ଦେଖାଦେଇଛି। ୧୫ଟି ମୃତ ଷଣ୍ଢକୁ ଏକ ଟ୍ରକ୍‌ ଯୋଗେ ବାହାରକୁ ନିଆଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ଧରି ହୋହଲ୍ଲା କରିଛନ୍ତି। ଏପରିକି ଗୋଶାଳା ଭିତରେ ମାଟି ଖୋଳି ଆଉ କେତୋଟି ଷଣ୍ଢର ଶବକୁ ପୋତା ହୋଇଥିବା ଦେଖିବାକୁ ମିଳିଛି। ବଜରଙ୍ଗଦଳର କର୍ମୀମାନେ ମାଟି ଖୋଳି ଷଣ୍ଢଙ୍କ କଙ୍କାଳ … Continue reading ଜାମୁକୋଳି ଗୋ’ଶାଳା‌ରେ ଖାଇବାକୁ ନ ଦେଇ ଷଣ୍ଢଙ୍କୁ ମାରିଦେଲେ!